ସୌସ୍ନାନିକ Sa̲u̲snānika

  • ସଂ. ବି. (ସୁସ୍ନାନ+ଇକ) — ଯଜ୍ଞାନ୍ତସ୍ନାନ ସଫଳ ହେଲା କି ନାହିଁ, ଏବଂଭୂତ ପ୍ରଶ୍ନ (ହି. ଶ) — A questioning as to the success of bath after a vedic sacrifice