ସୌସ୍ଥିତ୍ୟ Sa̲u̲sthitya
- ସଂ. ବି. (ସୁସ୍ଥିତି+ଯ) — ସୁସ୍ଥିତି (ହି. ଶ) — Good position
- ସଂ. ବି. (ସୁସ୍ଥିତି+ଯ) — ଗ୍ରହମାନଙ୍କର ଶୁଭ ଅବସ୍ଥିତି (ହି. ଶ) — Auspicious position of planets
- ସଂ. ବି. (ସୁସ୍ଥିତି+ଯ) — [ଦ୍ର—ବୃହତ୍ ସଂହିତାରେ ଲେଖାଅଛି ଯେ ଗ୍ରହମାନଙ୍କର ସୌସ୍ଥିତ୍ୟ ଦେଖି ରାଜ ଶତ୍ରୁକୁ ଆକ୍ରମଣ କଲେ ଅଳ୍ପ ବଳଶାଳୀ ହେଲେ ମଧ୍ୟ ବହୁ ଶତ୍ରୁଧନ ଲାଭ କରନ୍ତି—ହି. ଶ।]