ସୌରିକ Sa̲u̲rika

  • ସଂ. ବି. (ସୁର+ଇକ) — ସ୍ୱର୍ଗ (ଶବ୍ଦ ରତ୍ନାବଳୀ) — Heaven
  • ସଂ. ବି. (ସୁର+ଇକ) — (ସୁରା+ଇକ) ସୁରାବିକ୍ରୟକର୍ତ୍ତା; ଶୁଣ୍ଢି — Wine seller
  • ସଂ. ବି. (ସୁର+ଇକ) — (ସୌରି+ସ୍ୱାର୍ଥେ. କ) ଶନିଗ୍ରହ (ଶବ୍ଦକଳ୍ପଦ୍ରୁମ) — Planet saturn
  • ସଂ. ବିଣ — ସ୍ୱର୍ଗୀୟ (ହି. ଶ) — Heavenly
  • ସଂ. ବିଣ — ସୁରା ବା ମଦ୍ୟ ସମ୍ବନ୍ଧୀୟ (ହି. ଶ) — Relating to wine
  • ସଂ. ବିଣ — ମଦ୍ୟପାନାର୍ଥ କରାଯାଇଥିବା (ଋଣ) (ହି. ଶ) — (debt) Incurred for drinking wine