ସୌରାଷ୍ଟ୍ରୀ Sa̲u̲rāshṭrī
- ସଂ. ବିଣ. (ସୌରାଷ୍ଟ୍ର+ଈ) — ସୌରାଷ୍ଟ୍ର ସ୍ତ୍ରୀଲିଙ୍ଗ — Feminine of 'Sa̲u̲rāshṭra'
- ବି — ସୌରାଷ୍ଟ୍ର— ଦେଶୀୟ ସୁଗନ୍ଧ ମୃତ୍ତିକା; ଗୋପୀ— ଚନ୍ଦନ — A kind of fragrant earth of Surat
- ବି — [ଦ୍ର—ଏହାକୁ ହିନ୍ଦିରେ ଗୋପୀ ଚନ୍ଦନ କହନ୍ତି ଓ ଏହା ତିଳକରୂପେ ଦେହରେ ଲେପାଯାଏ। ଏହା ମଧ୍ୟ ଔଷଧରେ ଲାଗେ। ଫିଟିକିରିର ଯେଉଁ ଗୁଣ ଏହାର ସେହି ଗୁଣ। ଏହାର ଅଭାବରେ ପଙ୍କର ଉପରସ (ଅର୍ଥାତ୍ ଶୁଖିଲା ପଙ୍କ ଉପରେ ପଡ଼ିବା ସାର) ପ୍ରୟୋଗ କରାଯାଏ। ଏହା କଫ, ପିତ୍ତ ବିସର୍ପ ଓ ବ୍ରଣନାଶକ।]