ସୌର ସମ୍ବତ୍ସର Sa̲u̲ra sambatsara

  • ସଂ. ବି. (କର୍ମଧା) — 365 ଦିନ ଓ ପ୍ରାୟ 6 ଘଣ୍ଟା କାଳ ବିଶିଷ୍ଟ ବର୍ଷ; ଯେଉଁ ସମୟ ମଧ୍ୟରେ ପୃଥିବୀ ଥରେ ସୂର୍ଯ୍ୟର ଚାରିଆଡ଼େ ବୁଲି ଆସେ; ସୂର୍ଯ୍ୟର ଦ୍ୱାଦଶ ରାଶିକୁ ଥରେ ଭୋଗ କରିବା ଅବିଚ୍ଛିନ୍ନ କାଳ — 365ଦିନ ଓ ପ୍ରାୟ6ଘଣ୍ଟା କାଳ ବିଶିଷ୍ଟ ବର୍ଷ; ଯେଉଁ ସମୟ ମଧ୍ୟରେ ପୃଥିବୀ ଥରେ ସୂର୍ଯ୍ୟର ଚାରିଆଡ଼େ ବୁଲି ଆସେ; ସୂର୍ଯ୍ୟର ଦ୍ୱାଦଶ ରାଶିକୁ ଥରେ ଭୋଗ କରିବା ଅବିଚ୍ଛିନ୍ନ କାଳ— A solar year of 365 1/5 days
  • ସଂ. ବି. (କର୍ମଧା) — [ଦ୍ର—ସୌର ବର୍ଷର ଗଣନା ଏକ ମେଷ ସଂକ୍ରାନ୍ତିଠାରୁ ପରବର୍ତ୍ତୀ ମେଷ ସଂକ୍ରାନ୍ତିର ପୂର୍ବ ଦିନ ପର୍ଯ୍ୟନ୍ତ କରାଯାଏ।]