ସୌର ନକ୍ତ Sa̲u̲ra nakta
- ସଂ. ବି — ବ୍ରତବିଶେଷ — Name of a religious vow
- ସଂ. ବି — [ଦ୍ର—ହସ୍ତାନକ୍ଷତ୍ରଯୁକ୍ତ ରବିବାରରେ ଏ ବ୍ରତ କରିବାର ବିଧି। ବ୍ରତକାରୀଙ୍କ ଦେହର ଉଚ୍ଚତାର ଦ୍ୱିଗୁଣ ପରିମିତ ଛାୟା ଭୂମିରେ ପଡ଼ିବା ଅବସ୍ଥାରେ ସୂର୍ଯ୍ୟ ଥିବାବେଳେ ଏ ବ୍ରତ କରି ଦିନଯାକ ଉପବାସ ରହି ସୂର୍ଯ୍ୟ ପୂଜା କରି ରାତ୍ରିରେ ଖାଇବାକୁ ହୁଏ—ନୃସିଂହପୁରାଣ।]