ସୌର ଜଗତ୍ Sa̲u̲ra jagat
- ସଂ. ବି — ଏକ ସୂର୍ଯ୍ୟ ଓ ତାହାର ଚାରିଆଡ଼େ ଘୂରୁଥିବା ଗ୍ରହ ଓ ଉପଗ୍ରହାଦିର ମଣ୍ଡଳ — The solar sustem
- ସଂ. ବି — [ଦ୍ର—ସୂର୍ଯ୍ୟ ସୌର ଜଗତର କେନ୍ଦ୍ରସ୍ୱରୂପ। ଏହାର ଆକର୍ଷଣଦ୍ୱାରା ନାନାବିଧ ଗ୍ରହ, ଉପଗ୍ରହ, ଧୂମକେତୁ ସୂର୍ଯ୍ୟର ଚାରିଆଡ଼େ ଘାଉଁରି ଖାଇ ସର୍ବଦା ବୁଲୁ ଅଛନ୍ତି। ପୃଥିବୀ ମଧ୍ୟ ଗୋଟିଏ ଗ୍ରହ; ବ୍ରହ୍ମାଣ୍ଡରେ ବହୁ ସୌର ଜଗତ ଅଛି।]