ସୌଭାଗ୍ୟବତୀ Sa̲u̲bhāgyabatī

  • ସଂ. ବିଣ. ସ୍ତ୍ରୀ. (ସୌଭାଗ୍ୟବତ୍+ଈ) — ସୌଭାଗ୍ୟବାନ୍ର ସ୍ତ୍ରୀଲିଙ୍ଗ — Feminine of Sa̲u̲bhāgyabān
  • ସଂ. ବିଣ. ସ୍ତ୍ରୀ. (ସୌଭାଗ୍ୟବତ୍+ଈ) — ସୁଭଗା; ଅହ୍ୟ (ସ୍ତ୍ରୀ) — Unwidowed (wife) (Apte); (a woman) Whose husband is living