ସୌଭାଗ୍ୟ ହୀନ Sa̲u̲bhāgya hīna

  • ସଂ. ବିଣ. ପୁଂ. ( 3 ୟା ତତ୍) — ଯାହାର ସୌଭାଗ୍ୟ ନାହିଁ ବା ଲୁପ୍ତ ହୋଇଅଛି; ହୀନକପାଳିଆ; ଦୁର୍ଭଗ — Unfortunate; unlucky