ସୌଭାଗ୍ୟ ଲକ୍ଷ୍ମୀ Sa̲u̲bhāgya lakshmī

  • ସଂ. ବି — ଶୁଭାଦୃଷ୍ଟର ଅଧିଷ୍ଠାତ୍ରୀ ଦେବୀ; ସୌଭାଗ୍ୟ ଦାତ୍ରୀ ଲକ୍ଷ୍ମୀ — The Goddess bestowing good fortune
  • ସଂ. ବି — ସୌଭାଗ୍ୟରୂପିଣୀ ଲକ୍ଷ୍ମୀ — Good luck personified
  • ସଂ. ବି — ମହତୀ ଶୋଭା — A great beauty or charm