ସୌଭାଗ୍ୟ ପତି Sa̲u̲bhāgya pati
- ସଂ. ବି — ମହାଦେବ (ଯେ ଭକ୍ତକୁ ସୌଭାଗ୍ୟ ଦାନ କରନ୍ତି) (ବରାହ ପୁରାଣ) — God Ṡiba who bestows good luck on his devotees
- ସଂ. ବି — [ଦ୍ର—ସୌଭାଗ୍ୟବ୍ରତରେ 'ଓଁ ସୌଭାଗ୍ୟପତୟେ ସ୍ୱାହା' ମନ୍ତ୍ରରେ ମହାଦେବଙ୍କ ଉଦ୍ଦେଶ୍ୟରେ ମଧୁଘୃତମିଶ୍ରିତ ତିଳଦ୍ୱାରା ହୋମ କରାଯାଏ]