ସୌଭାଗ୍ୟ ତୃତୀୟା Sa̲u̲bhāgya ṭṛutīyā

  • ସଂ. ବି — ଭାଦ୍ର ଶୁକ୍ଳ ତୃତୀୟା; ବାଲି ତୃତୀୟା; ଗୌରୀ ବ୍ରତ — The 3rd day of the bright fortnight of Bhādra
  • ସଂ. ବି — [ଦ୍ର—ଏ ଦିନ ଉମା, ମହେଶ୍ୱର, ଗଣେଶ, ସରସ୍ୱତୀ ଓ ବିଷ୍ଣୁଙ୍କର ପୂଜା ହୁଏ। ଏହି ବ୍ରତ କଲେ ପୁରୁଷମାନେ ସୁଭଗ ଓ ସ୍ତ୍ରୀମାନେ ସୁଭଗା ହୁଅନ୍ତି। ଆମ ଦେଶରେ ସ୍ତ୍ରୀମାନେ ଏ ଦିନ ନିର୍ଜଳ ଉପବାସ କରନ୍ତି। ସ୍ତ୍ରୀମାନଙ୍କର ଏହି ବ୍ରତ କରିବାର ଫଳ—