ସୌଭାଗିନେୟ Sa̲u̲bhāgineya

  • ସଂ. ବି. ପୁଂ. (ସୁଭଗା+ଅପତ୍ୟାର୍ଥେ. ଏୟ) — ସୁଭଗା କାମିନୀଙ୍କ ପୁତ୍ର; ସୌଭାଗ୍ୟବତୀଙ୍କ ତନୟ — The son of a lucky woman; the son of an adored or favourite wife