ସୌଭଦ୍ରେୟ Sa̲u̲bhadreya

  • ସଂ. ବି. ପୁଂ. (ସୁଭଦ୍ରା+ଅପତ୍ୟାର୍ଥେ. ଏୟ) — ସୁଭଦ୍ରା ପୁତ୍ର; ଅଭିମନ୍ୟୁ — Abhimanyu the son of Subhadrā
  • ସଂ. ବି. ପୁଂ. (ସୁଭଦ୍ରା+ଅପତ୍ୟାର୍ଥେ. ଏୟ) — ବିଭୀତକ ବୃକ୍ଷ; ବାହାଡ଼ା ଗଛ — The Beleric myrobalan tree