ସୌବୀର ବଦର Sa̲u̲bīrā badara
- ବୈଦେ. ବି. (ବୈଦ୍ଯକ) — ମିଠା ଓ ବଡ଼ ବର— କୋଳି; ପାଟଣାଇ ବରକୋଳି — A sort of big sweet jujube berry
- ବୈଦେ. ବି. (ବୈଦ୍ଯକ) — (ଦ୍ର—ଏହା ମଧୁର— ରସ, ଶୀତଳ, ଗୁରୁପାକ, ପୁଷ୍ଟିକର, ଶୁକ୍ରବର୍ଦ୍ଧକ, ମଳ— ଭେଦକ; ଏହା ବାୟୁ, ପିତ୍ତ, ତୃଷ୍ଣା, ରକ୍ତ ଓ କ୍ଷତ ରୋଗରେ ହିତକର।)