ସୌବିଦଲ୍ଲ Sa̲u̲bidalla
- ସଂ. ବି. ପୁଂ. (ସୁ+ବିଦ୍ ଧାତୁ=ଜାଣିବା+କର୍ତ୍ତୃ. ଅ= ସୁବିଦ=ପଣ୍ଡିତ; ସୁବିଦ+ଅତ୍ ଧାତୁ=ଗମନ କରିବା+କ୍ୱିପ୍=ସୁବିଦତ୍ =ନୃପତି; ସୁବିଦତ୍+ଲା. ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ=ସୁବିଦଲ୍ଲ=ଅନ୍ତଃ= ପୁର+ନିଯୁକ୍ତାର୍ଥେ. ଅ; ଯାହାକୁ ରାଜମାନେ ଅନ୍ତଃପୁରରକ୍ଷା କରିବା ପାଇଁ ନିଯୁକ୍ତ କରନ୍ତି) — ଅନ୍ତଃପୁରରକ୍ଷକ; କଞ୍ଚୁକୀ; ମହଲ୍ଲରକ୍ଷକ; ବହିଃସଞ୍ଚରଣ— କାରିଣୀ ସ୍ତ୍ରୀମାନଙ୍କ ପ୍ରେକ୍ଷକ ବେତ୍ରଧର ଭୃତ୍ୟ — A servant watching the female apartments and the maids of a king