ସୌବାସ୍ତବ Sa̲u̲bāstaba

  • ସଂ. ବିଣ. (ସୁବାସ୍ତୁ+ଅ) — ସୁନ୍ଦରବାସ୍ତୁ ସମ୍ବନ୍ଧୀୟ — Relating to a fine building-site
  • ସଂ. ବିଣ. (ସୁବାସ୍ତୁ+ଅ) — ଉତ୍ତମବାସ୍ତୁଉପରେ ନିର୍ମିତ [ଗୃହାଦି] — (house) built on a good site; pleasantly situated (Apte)