ସୌବସ୍ତିକ Sa̲u̲bastika

  • ସଂ. ବିଣ. (ସ୍ୱସ୍ତି+ଇକ) — ସ୍ୱସ୍ତି ସମ୍ବନ୍ଧୀୟ — Relating to Swasti
  • ସଂ. ବିଣ. (ସ୍ୱସ୍ତି+ଇକ) — ଆଶୀର୍ବାଦ ସମ୍ବନ୍ଧୀୟ — Benidictory (Apte)
  • ବି — (ସ୍ୱସ୍ତିବାଚନ କରୁଥିବାରୁ) ପୁରୋହିତ — A priest
  • ବି — ସ୍ୱସ୍ତିବାଚକ — One who recites benedictory mantras