ସୌବର୍ଣ୍ଣ Sa̲u̲barṇṇa
- ସଂ. ବିଣ. (ସୁବର୍ଣ୍ଣ+ସମ୍ବନ୍ଧେ. ଅ) — ସୁବର୍ଣ୍ଣ ସମ୍ବନ୍ଧୀୟ — Golden
- ସଂ. ବିଣ. (ସୁବର୍ଣ୍ଣ+ସମ୍ବନ୍ଧେ. ଅ) — ସୁବର୍ଣ୍ଣ ବର୍ଣ୍ଣଯୁକ୍ତ — Of golden colour
- ସଂ. ବିଣ. (ସୁବର୍ଣ୍ଣ+ସମ୍ବନ୍ଧେ. ଅ) — କର୍ଷ ବା 16 ମଷା ପରିମିତ ସୁବର୍ଣ୍ଣ ସମ୍ବନ୍ଧୀୟ — କର୍ଷ ବା16ମଷା ପରିମିତ ସୁବର୍ଣ୍ଣ ସମ୍ବନ୍ଧୀୟ—. Relating to a fixed weight of gold
- ସଂ. ବିଣ. (ସୁବର୍ଣ୍ଣ+ସମ୍ବନ୍ଧେ. ଅ) — (+ବିକରାର୍ଥେ. ଅ) ସ୍ୱର୍ଣ୍ଣନିର୍ମିତ; ସୁବର୍ଣ୍ଣମୟ — Made of gold
- ସଂ. ବି. (+ ସ୍ୱାର୍ଥେ. ଅ) — ସୁବର୍ଣ୍ଣ; ସୁନା (ହି. ଶ) — Gold
- ସଂ. ବି. (+ ସ୍ୱାର୍ଥେ. ଅ) — ଏକ ବର୍ଷ ବା 16 ମଷା ପରିମିତ ସୁନା (ହି. ଶ) — ଏକ ବର୍ଷ ବା16ମଷା ପରିମିତ ସୁନା (ହି. ଶ)—. A quantity of gold weighing one karsha