ସୌପର୍ଣ୍ଣେୟ Sa̲u̲parṇṇeya

  • ସଂ. ବି. ପୁଂ. (ସୁପର୍ଣ୍ଣ=ବିନତା+ଅପତ୍ୟାର୍ଥେ. ଏୟ) — ଗରୁଡ଼ (ହେମଚନ୍ଦ୍ର) — Garuṟḍ̠a, the king of birds
  • ସଂ. ବି. ପୁଂ. (ସୁପର୍ଣ୍ଣ=ବିନତା+ଅପତ୍ୟାର୍ଥେ. ଏୟ) — ଗାୟତ୍ର୍ୟାଦି ଛନ୍ଦୋଗଣ (ଅଗ୍ନିପୂରାଣ) — The vedic metres, Gāyatrī etc