ସୌନ୍ଦର୍ୟ୍ୟ Sa̲u̲ndarj̄ya

  • ସଂ. ବି. (ସୁନ୍ଦର+ଭାବ. ଯ) — ସୁନ୍ଦରତା — Beauty
  • ସଂ. ବି. (ସୁନ୍ଦର+ଭାବ. ଯ) — ସୁଢଳପଣ — Grace
  • ସଂ. ବି. (ସୁନ୍ଦର+ଭାବ. ଯ) — ଅଙ୍ଗପ୍ରତ୍ୟଙ୍ଗମାନଙ୍କର ଯଥୋଚିତସନ୍ନିବେଶଜନିତ ଶୋଭା; ସୁଶ୍ରୀକତା — Symmetry of form of the several limbs of the body
  • ସଂ. ବି. (ସୁନ୍ଦର+ଭାବ. ଯ) — [ଦ୍ର—ଉଜ୍ଜଳ ନୀଳମଣି ଗ୍ରନ୍ଥର ଉକ୍ତି—ଅଙ୍ଗପ୍ରତ୍ୟଙ୍ଗକାନାଂ ଯଃ ସନ୍ନି— ବେଶୋ ଯଥୋଚିତଃ, ସୁଶ୍ଳିଷ୍ଟଃ ସନ୍ଧିବନ୍ଧଃ ସ୍ୟାତ୍ ତତ୍— ସୌନ୍ଦର୍ୟ୍ୟ ମୁଦାହୃତମ୍।]