ସୌଧ କିରୀଟୀ Sa̲u̲dha kirīṭī

  • ସଂ.ବିଣ. (ସୌଧକିରୀଟିନ୍ ଶବ୍ଦ; ରୂପକ; ସୌଧରୂପ କିରୀଟ ଅଛି ଯାହାର, ସୌଧକିରୀଟ+ଅଛି ଅର୍ଥରେ ଇନ୍. 1 ମା. 1 ବ) — ସୌଧମାନ ଯାହାର [ଯେଉଁ ନଗରର ବା ପୁରର] କିରୀଟ ବା ମୁକୁଟ ରୂପ ଶୋଭା ପାଉଥାଏ — A town or place ornamented with buildings [compared to a crown on the head.]