ସୌଦାୟିକ Sa̲u̲dāyika
- ସଂ. ବି. (ସୁ=ଉତ୍ତମ+ଦାୟ=ଧନ+ଇକ)— (ସ୍ମୃତି ବା ହିନ୍ଦୁ ଆଇନ୍) ପିତୃମାତୃ—ଭାର୍ତ୍ତୃକୁଳଲବ୍ଧ ସ୍ତ୍ରୀ— ଧନ; ବିବାହ କାଳରେ ବା ପରେ ବା ପୂର୍ବରୁ ପିତୃକୂଳରୁ ଓ ମାତୃକୂଳରୁ ସ୍ତ୍ରୀ ଯେଉଁ ଧନ ପାଆନ୍ତି ଓ ବିବାହପରେ ସ୍ୱାମୀକୂଳରୁ ଯେଉଁ ସମ୍ପତ୍ତି ପାଆନ୍ତି (କାତ୍ୟାୟନ) — Wealth or property got by a woman as gift from her parents, paternal and maternal relatives, husband and husbands relatives
- ସଂ. ବି. (ସୁ=ଉତ୍ତମ+ଦାୟ=ଧନ+ଇକ)— (ସ୍ମୃତି ବା ହିନ୍ଦୁ ଆଇନ୍) [ଦ୍ର—ଏହି ସୌଦାୟିକ ଧନରେ ସ୍ତ୍ରୀଙ୍କର ସ୍ୱତନ୍ତ୍ର ଅଧିକାର ଅଛି। ଏହାକୁ ସ୍ତ୍ରୀ ସ୍ୱାମୀଙ୍କ ବିନା ଅନୁମତିରେ ବିକ୍ରୟ ବା ଦାନ ବା ଦାୟଗ୍ରସ୍ତ ବା ହସ୍ତାନ୍ତର କରି ପାରନ୍ତି [କାତ୍ୟାୟନ ସ୍ମୃତି]।]