ସୌଦାମିନୀ Sa̲u̲dāminī

  • ସଂ. ବି. ସ୍ତ୍ରୀ. (ସୁଦାମନ୍+ଈ; ନିପାତନ) — ବିଦ୍ୟୁତ୍; ବିଜୁଳି — lightning
  • ସଂ. ବି. ସ୍ତ୍ରୀ. (ସୁଦାମନ୍+ଈ; ନିପାତନ) — ତଡ଼ିଦ୍ଭେଦ (ହେମଚନ୍ଦ୍ର) — A kind of lightning
  • ସଂ. ବି. ସ୍ତ୍ରୀ. (ସୁଦାମନ୍+ଈ; ନିପାତନ) — ଅପ୍ସରୋଭେଦ (ହେମଚନ୍ଦ୍ର) — Name of a heavenly nymph
  • ସଂ. ବି. ସ୍ତ୍ରୀ. (ସୁଦାମନ୍+ଈ; ନିପାତନ) — ଦେଶ— ବିଶେଷ (ଅଜୟ) — Name of a country
  • ଦେ. ବି. ସ୍ତ୍ରୀ — ସ୍ତ୍ରୀଲୋକଙ୍କର ନାମ — A name given to females