ସୌତ୍ରିକ Sa̲u̲trika

  • ସଂ. ବି. (ସୂତ୍ର+ଇକ) — ତନ୍ତୁବାୟ; ତନ୍ତୀ (ହି. ଶ) — A weaver
  • ସଂ. ବି. (ସୂତ୍ର+ଇକ) — ବୁଣା ହୋଇଥିବା ବସ୍ତୁ (ହି. ଶ) — A woven thing