ସୌତ୍ରାମଣୀ Sa̲u̲trāmaṇī
- ସଂ. ବି. (ସୂତ୍ରାମା=ଇନ୍ଦ୍ର+ଅନ+ଈ; ନିପାତନ) — ଯାଗବିଶେଷ — Name of a vedic sacrifice
- ସଂ. ବି. (ସୂତ୍ରାମା=ଇନ୍ଦ୍ର+ଅନ+ଈ; ନିପାତନ) — [ଦ୍ର—ଯଜୁର୍ବେଦର କାଣ୍ୱଶାଖାର 21। ।22।23 ରେ ଏହି ଯାଗର ମନ୍ତ୍ର ଓ ବିଧି ଲେଖାଅଛି ଏବଂ ଏହି ଯାଗର କ୍ରମ କାତ୍ୟାୟନ ସୂତ୍ର ଭାଷ୍ୟରେ ଲେଖାଅଛି ଯେ, "ସ ଏତଂ ମହାକ୍ରତୁଂ ଅପଶ୍ୟାତ୍" ଏହି ପ୍ରକୃତି— ପ୍ରତ୍ୟୟଦ୍ୱାରା ସୌତ୍ରମଣୀ ଶବ୍ଦ ନିଷ୍ପନ୍ନ ହୋଇଅଛି। ଏହି ପ୍ରକୃତି-ପ୍ରତ୍ୟୟଦ୍ୱାରା ସୌତ୍ରମଣୀ ଶବ୍ଦ ନିଷ୍ପନ୍ନ ହୋଇଅଛି। ଏହି ଯାଗରେ ମନ୍ତ୍ର ପାଠପୂର୍ବକ ସୁରାସନ୍ଧାନ କରିବାକୁ ହୁଏ। ଏହି ଯାଗର ଋଷି ପ୍ରଜାପତି, ଦେବତା ସୁରା, ଛନ୍ଦ— ଅନୁଷ୍ଟୁପ।] — [ଦ୍ର—ଯଜୁର୍ବେଦର କାଣ୍ୱଶାଖାର21 2223ରେ ଏହି ଯାଗର ମନ୍ତ୍ର ଓ ବିଧି ଲେଖାଅଛି ଏବଂ ଏହି ଯାଗର କ୍ରମ କାତ୍ୟାୟନ ସୂତ୍ର ଭାଷ୍ୟରେ ଲେଖାଅଛି ଯେ, "ସ ଏତଂ ମହାକ୍ରତୁଂ ଅପଶ୍ୟାତ୍" ଏହି ପ୍ରକୃତି— ପ୍ରତ୍ୟୟଦ୍ୱାରା ସୌତ୍ରମଣୀ ଶବ୍ଦ ନିଷ୍ପନ୍ନ ହୋଇଅଛି ଏହି ପ୍ରକୃତି-ପ୍ରତ୍ୟୟଦ୍ୱାରା ସୌତ୍ରମଣୀ ଶବ୍ଦ ନିଷ୍ପନ୍ନ ହୋଇଅଛି ଏହି ଯାଗରେ ମନ୍ତ୍ର ପାଠପୂର୍ବକ ସୁରାସନ୍ଧାନ କରିବାକୁ ହୁଏ ଏହି ଯାଗର ଋଷି ପ୍ରଜାପତି, ଦେବତା ସୁରା, ଛନ୍ଦ— ଅନୁଷ୍ଟୁପ]