ସୌଗନ୍ଧ Sa̲u̲gandha
- ସଂ. ବି. (ସୁଗନ୍ଧ+ସ୍ୱାର୍ଥେ. ଅ) — କତ୍ତୃଣ (ଶବ୍ଦରତ୍ନା— ବଳୀ); ଏକପ୍ରକାର ସୁଗନ୍ଧ ତୃଣ; ଧନିତ୍ରୀ — Andropogen Schoenanthus; a kind of scented grass
- ସଂ. ବି. (ସୁଗନ୍ଧ+ସ୍ୱାର୍ଥେ. ଅ) — [ଦ୍ର—ପତ୍ରର ଛୋଟ ବଡ଼ ଭେଦରେ ଏହା ଦୁଇ ପ୍ରକାରର। 1 । କ୍ଷୁଦ୍ରପତ୍ରୀ ସୌଗନ୍ଧ କଷାୟତିକ୍ତରସ, କଟୁବିପାକ; ହୃଦ୍ରୋଗ, କଣ୍ଠରୋଗ, ପିତ୍ତ, ରକ୍ତ— ଦୋଷ, ଶୂଳ, କାସ ଓ ଜ୍ୱରନାଶକ। — [ଦ୍ର—ପତ୍ରର ଛୋଟ ବଡ଼ ଭେଦରେ ଏହା ଦୁଇ ପ୍ରକାରର1 କ୍ଷୁଦ୍ରପତ୍ରୀ ସୌଗନ୍ଧ କଷାୟତିକ୍ତରସ, କଟୁବିପାକ; ହୃଦ୍ରୋଗ, କଣ୍ଠରୋଗ, ପିତ୍ତ, ରକ୍ତ— ଦୋଷ, ଶୂଳ, କାସ ଓ ଜ୍ୱରନାଶକ
- ସଂ. ବି. (ସୁଗନ୍ଧ+ସ୍ୱାର୍ଥେ. ଅ) — ଦୀର୍ଘପତ୍ରୀ ସୌଗନ୍ଧ କଟୁତିକ୍ତ— ରସ, ଉଷ୍ଣବୀର୍ଯ୍ୟ, ବ୍ରଣ, କ୍ଷତବ୍ରଣ ଓ ଭୂତାଗ୍ରହାବେଶରେ ଉପକାରକ।]
- ସଂ. ବି. (ସୁଗନ୍ଧ+ସ୍ୱାର୍ଥେ. ଅ) — ସୁଗନ୍ଧ ହେବାର ଅବସ୍ଥା — The state of being scented
- ସଂ. ବି. (ସୁଗନ୍ଧ+ସ୍ୱାର୍ଥେ. ଅ) — ସୌରଭ; ସୁଗନ୍ଧ — Fragrance
- ବିଣ — ଶୋଭନ ଗନ୍ଧଯୁକ୍ତ — Sweet-scented; fragrant