ସୌଗତିକ Sa̲u̲gatika
- ସଂ. ବି. (ସୁଗତ+ସମ୍ବନ୍ଧେ. ଇକ) — ବୁଦ୍ଧ ବିଶେଷ (ଶବ୍ଦ କଳ୍ପଦ୍ରୁମ) — Name of a Buddhist saint
- ସଂ. ବି. (ସୁଗତ+ସମ୍ବନ୍ଧେ. ଇକ) — ବୌଦ୍ଧ ସନ୍ନ୍ୟାସୀ — Buddhist monk
- ସଂ. ବି. (ସୁଗତ+ସମ୍ବନ୍ଧେ. ଇକ) — ସନ୍ନ୍ୟାସୀ ବ୍ରାହ୍ମଣ — A Brahman recluse
- ସଂ. ବି. (ସୁଗତ+ସମ୍ବନ୍ଧେ. ଇକ) — ସନ୍ଦେହ [ପ୍ରକୃତିବାଦ] — Doubt
- ସଂ. ବି. (ସୁଗତ+ସମ୍ବନ୍ଧେ. ଇକ) — ଈଶ୍ୱରଙ୍କଠାରେ ବିଶ୍ୱାସର ଅଭାବ [ପ୍ରକୃତିବାଦ] — Absence of faith in God
- ସଂ. ବି. (ସୁଗତ+ସମ୍ବନ୍ଧେ. ଇକ) — ନାସ୍ତିକତା [ପ୍ରକୃତିବାଦ] — Atheism
- ସଂ. ବି. (ସୁଗତ+ସମ୍ବନ୍ଧେ. ଇକ) — ବୌଦ୍ଧ ସମ୍ପ୍ରଦାୟବିଶେଷ — A sect of Buddhists (Apte)