ସୌଖ୍ୟ Sa̲u̲khya
- ସଂ. ବି. (ସୁଖ+ଭାବ. ଯ) — ସୁଖ — Happiness
- ସଂ. ବି. (ସୁଖ+ଭାବ. ଯ) — ଆନନ୍ଦ — Pleasure
- ସଂ. ବି. (ସୁଖ+ଭାବ. ଯ) — ସୁଖୀ ହେବାର ଭାବ — The state of being happy or comfortable
- ଦେ. ବିଣ — ସୁସ୍ଥ — Hale
- ଦେ. ବିଣ — (ଉ— କ୍ଷଣକେ ଜ୍ଞାନ ପାଇ ସୌଖ୍ୟ ହୋଇ ମୁହିଁ। କୃଷ୍ଣସିଂହ, ମହାଭାରତ, ବନ।)