ସୌକୁମାର୍ୟ୍ୟ Sa̲u̲kumārj̄ya

  • ସଂ. ବି. (ସୁକୁମାର=ଅତି ମୃଦୁ+ଭାବ. ଯ) — ସୁକୁମାରତା; ମୃଦୁତା; କୋମଳତା — Softness; delicacy
  • ସଂ. ବି. (ସୁକୁମାର=ଅତି ମୃଦୁ+ଭାବ. ଯ) — ଯୌବନ — Youth