ସୌକନ୍ୟ Sa̲u̲kanya

  • ସଂ. ବିଣ. (ସୁକନ୍ଯା+ସମ୍ବନ୍ଧେ. ଅ) — ସୁକନ୍ଯା ସମ୍ବନ୍ଧୀୟ — Relating to Sukanyā
  • ସଂ. ବିଣ. (ସୁକନ୍ଯା+ସମ୍ବନ୍ଧେ. ଅ) — (ଉ—ଏଠାରେ ସୌକନ୍ୟଚରିତ ସମାପତି, ହୋଇଲା କହେ କୃଷ୍ଣସିଂହ ନରପତି। କୃଷ୍ଣସିଂହ, ମହାଭାରତ, ବନ।)