ସୋଡ଼ା ଏସିଡ଼୍ Soṟḍ̠āesiḍ

  • ବୈଦେ. ବି. (ଇଂ) — ସୋଡ଼ା ଓ କାର୍ବନିକ୍ ଏସିଡ଼୍ ମିଶ୍ରଣରେ ପ୍ରସ୍ତୁତ ଓ ଖାଦ୍ୟଜୀର୍ଣ୍ଣକର ଏକପ୍ରକାର ଚୂର୍ଣ୍ଣ — Soda acid; carbonic acid and soda
  • ବୈଦେ. ବି. (ଇଂ) — [ଦ୍ର—ଏହା ପାଣିରେ ପକାଇଲେ ପାଣି ଥଣ୍ଡାଥାଇ ମଧ୍ୟ ଭର୍ ଭର୍ ହୋଇ ଉତୁରିଉଠେ।]