ସୋଡ଼ା ଉଆଟର୍ Soṟḍ̠ā uātar

  • ବୈଦେ. ବି. (ଇଂ) — ସୋଡ଼ା ଓ କାର୍ବନିକ୍ ଗାସ୍ ମିଶ୍ରିତ ଜଳ — Soda water
  • ବୈଦେ. ବି. (ଇଂ) — [ଦ୍ର—ଏହା ପାନକଲେ ଉଦରସ୍ଥ ବାୟୁ ହାକୁଟି ହୋଇ ବାହାରିଯାଏ ଓ ଖାଦ୍ୟ ଜୀର୍ଣ୍ଣ ହୁଏ।]