ସୋହୋଦ୍ର Sohadra
- ଗ୍ରା. ବି. (ପ୍ରାଚୀନ ପଦ୍ଯ) (ସଂ. ସହୋଦର; ସୋଦର) — ସହୋଦର; ଏକ ଗର୍ଭଜାତ ଭ୍ରାତା — Uterine brother
- ବିଣ—(ସଂ. ସୁହୃଦ୍) — ସୁହୃଦ୍ ସମ୍ବନ୍ଧୀୟ — Relating to suhṛud
- ବିଣ—(ସଂ. ସୁହୃଦ୍) — ସାକ୍ଷାତ୍ ସମ୍ବନ୍ଧରେ ସମ୍ପର୍କିତ — Directly related
- ବିଣ—(ସଂ. ସୁହୃଦ୍) — (ଉ—ସୋହୋଦ୍ର ମାଇଁକି ହରିଲେ, ଭଉଣୀ ସଙ୍ଗେ ଘର କଲେ—ପ୍ରାଚୀ, ନିର୍ଗୁଣମାହାତ୍ମ୍ୟ।)