ସୋହିନୀ Sohinī

  • ଦେ. ବି. (ସଂ. ଶୋଭିନୀ) — ରାଗିଣୀ ବିଶେଷ — Name of a musical tune
  • ଦେ. ବି. (ସଂ. ଶୋଭିନୀ) — [ଦ୍ର—ଏହା ଷଟ୍ସ୍ୱରବିଶିଷ୍ଟ ବିକୃତ ରାଗିଣୀ। ଏହା ରାତ୍ରିର = 3 ୟ ଓ 4 ର୍ଥ ପ୍ରହରେ ଗେୟ।] — [ଦ୍ର—ଏହା ଷଟ୍ସ୍ୱରବିଶିଷ୍ଟ ବିକୃତ ରାଗିଣୀ ଏହା ରାତ୍ରିର =3ୟ ଓ4ର୍ଥ ପ୍ରହରେ ଗେୟ]