ସୋହତି Sohati

  • ଦେ. ବି. (ପ୍ରାଚୀନ ପ୍ରୟୋଗ) — (ସଂ. ସରିତ୍ପତି)— ସମୁଦ୍ର — The sea
  • ଦେ. ବି. (ପ୍ରାଚୀନ ପ୍ରୟୋଗ) — (ସଂ. ସୌଭାଗ୍ୟ)—ସୌଭାଗ୍ୟ — Fortune
  • ଦେ. ବି. (ପ୍ରାଚୀନ ପ୍ରୟୋଗ) — (ଉ—ମାନବ ଯେ କାଳେ ସୋହିତିରେ ଫୁଟି ଫୁଲେଇ ହୁଅଇ ଘଡ଼ିଟିକପାଇଁ— ଅଜୟଚନ୍ଦ୍ର, ଶେଷବନ୍ଦୀ।)
  • ଦେ. ବି. (ପ୍ରାଚୀନ ପ୍ରୟୋଗ) — (ସଂ. ସ୍ରୋତ)—ସ୍ରୋତ — Current
  • ଦେ. ବି. (ପ୍ରାଚୀନ ପ୍ରୟୋଗ) — (ଉ—ସୋହତିରେ ପଡ଼ି ଆସେ କାଳିନ୍ଦୀରେ ଭାସି—ପ୍ରାଚୀ, ବ୍ରହ୍ମନିରୂପଣ ଗୀତା।)
  • ପ୍ରାଦେ. (ବାଲେଶ୍ୱର) ବି — ନଦୀ — River