ସୋର୍ଣ୍ଣ ଭ୍ରୂ Sorṇṇa bhrū

  • ସଂ. ବିଣ. (ପୁ ଓ ସ୍ତ୍ରୀ) (ବହୁବ୍ରୀହି; ସୋର୍ଣ୍ଣ+ଭ୍ରୂ) — ଯେଉଁ ବ୍ଯକ୍ତିର ଦୁଇ ଭ୍ରୂଲତା ମଧ୍ୟରେ ଲୋମ ବା ଲୋମର ଭଉଁରି ଥାଏ (ହି. ଶ) — (a person) Having downs or downy whorl between the two eyebrows