ସୋର୍ କରିବା Sor karibā
- ଦେ. କ୍ରି — ଗୋଳ କରିବା — To make a noise
- ଦେ. କ୍ରି — ହୋ ଉଠାଇବା — To raise a hue and cry
- ଦେ. କ୍ରି — ପାଟି କରିବା — To make a loud voice
- ଦେ. କ୍ରି — ଶବ୍ଦ କରିବା — To make a sound
- ଦେ. କ୍ରି — କୌଣସି ବିଷୟ ସାଧାରଣରେ ପ୍ରକାଶ କରିବା; ରାଷ୍ଟ୍ର କରିବା — To publish a matter broadcast