ସୋରୋତ Sorota

  • ଗ୍ରା. (ପଦ୍ଯ) ବି. (ସଂ. ସ୍ରୋତ) — ସ୍ରୋତ — Current
  • ଗ୍ରା. (ପଦ୍ଯ) ବି. (ସଂ. ସ୍ରୋତ) — (ଉ—ପଡ଼ିଅଛଁ ତହିଁ ଯେ ସୋରତର ବେଳା, ପାରି ହେବାପାଇଁ କି ଭାସେ ଶବ ଭେଳା—କୃଷ୍ଣସିଂହ, ମହାଭାରତ, ଦ୍ରୋଣ।)