ସୋମ୍ୟ Somya
- ସଂ. ବିଣ. (ସୋମ+ଯ) — ସୋମ ସମ୍ବନ୍ଧୀୟ — Relating to soma
- ସଂ. ବିଣ. (ସୋମ+ଯ) — ସୋମଯୁକ୍ତ (ହି. ଶ) — Having soma
- ସଂ. ବିଣ. (ସୋମ+ଯ) — ସୋମପାନର ଯୋଗ୍ୟ (ହି. ଶ) — Entitled to or fit for drinking soma juice
- ସଂ. ବିଣ. (ସୋମ+ଯ) — ସୋମ ରସର ଆହୁତି ଦେବାବାଲା (ହି. ଶ) — (a person or priest) Offering the Soma juice unto fire