ସୋମୋଦ୍ଭବ Somodbhaba

  • ସଂ. ବିଣ. ପୁଂ. (ବହୁବ୍ରୀହି; ସୋମଙ୍କଠାରୁ ଉଦ୍ଭବ ଯାହାର) — ସୋମଙ୍କଠାରୁ ଜାତ — Born of soma
  • ବି. ପୁଂ — ବୁଧଗ୍ରହ — Planet Mercury
  • ବି. ପୁଂ — ଶ୍ରୀକୃଷ୍ଣଙ୍କର ଏକ ନାମ (ଚନ୍ଦ୍ରମା ଉତ୍ପନ୍ନକାରୀ) (ହି. ଶ) — A name of Ṡrīkṛushṇa