ସୋମବାରିଆ Somabāriā

  • ଦେ. ବି. ପୁଂ — ସୋମବାରବ୍ରତ ପାଳନ କରିବା ବ୍ଯକ୍ତି — A person observing the Somabāra fasting
  • ଦେ. ବି. ପୁଂ — ସୋମବାରରେ ଜନ୍ମ ହେବା ବ୍ଯକ୍ତି — A person who has taken his birth on Monday
  • ଦେ. ବିଣ — ସୋମବାର ସମ୍ବନ୍ଧୀୟ — Relating to Monday