ସୋମବଂଶୀୟ ରାଜା Somabaṁṡīya rājā
- ଦେ. ବି — ଖ୍ରୀ: ଏକାଦଶ ଶତାଦ୍ଦୀରେ ଉତ୍କଳରେ ରାଜତ୍ୱ କରୁଥିବା ରାଜବଂଶ — Kings of the Soma dynasty who ruled Utkala in the 11th century A. D. making Cuttack their capital
- ଦେ. ବି — [ଦ୍ର—କଟକ ଏମାନଙ୍କର ରାଜଧାନୀ ଥିଲା। ଗଙ୍ଗବଂଶୀୟ ରାଜାମାନେ ସୋମବଂଶୀୟ ଥିବା କଥିତ।]