ସୋମନାଥି Somanāthi
- ପ୍ରାଦେ. (କେନ୍ଦୁଝର) ବି — କେନ୍ଦୁଝରର ଅନାର୍ଯ୍ୟଜାତିଙ୍କ ପୂଜିତ ଦେବତା ବିଶେଷ — A Deity worshipped by the non-aryans of the Keonjhar State
- ପ୍ରାଦେ. (କେନ୍ଦୁଝର) ବି — [ଦ୍ର—ଏହିପରି ପାଟମୁଣ୍ଡା, ଭୀମକାଣ୍ଡ ବା ମହାବୀର, ନାମଧାରୀ ଦେବତାମାନଙ୍କୁ କେନ୍ଦୁଝରର ଅନାର୍ଯ୍ୟ— ମାନେ ପୂଜା କରନ୍ତି।]