ସୋମ ସୁତ୍ Soma sut

  • ସଂ. ବି. (ସୋମ+ସୁ. ଧାତୁ=କ୍ଷେପଣ କରିବା+ କର୍ତ୍ତୃ. କ୍ୱିପ୍; ବନ; ସୋମସୁତ୍ୱନ୍ 1 ମା. 1 ବ) — ଯେଉଁ ବ୍ଯକ୍ତି ଯଜ୍ଞରେ ସୋମଲତା ରସ ଆହୁତି ଦିଅନ୍ତି — A priest whose duty is to offer the Soma juice unto fire in a Vedic sacrifice