ସୋମ ବନ୍ଧୁ Soma bandhu

  • ସଂ. ବି. (ବହୁବ୍ରୀହି) — କୁମୁଦ (ଶବ୍ଦ ରତ୍ନାବଳୀ) — The water lily
  • ସଂ. ବି. (ବହୁବ୍ରୀହି) — ସୂର୍ଯ୍ୟ (ଜ୍ୟୋତିସ୍ତତ୍ତ୍ୱ) — The sun
  • ସଂ. ବି. (ବହୁବ୍ରୀହି) — ବୁଧ ଗ୍ରହ (ଜ୍ୟୋତି—ସ୍ତତ୍ତ୍ୱ) — The planet Mercury