ସୋମ ଘୃତ Soma ghṛuta

  • ସଂ. ବି — ବୈଦଶାସ୍ତ୍ରୋକ୍ତ ପ୍ରକ୍ରିୟାରେ ପ୍ରସ୍ତୁତ ସ୍ତ୍ରୀରୋଗ ଓ ରେତୋଦୋଷ ପ୍ରଶମକ ଘୃତବିଶେଷ — A kind of medicinal ghee