ସୋମ ଗ୍ରହ Soma graha
- ସଂ. ବି — ଚନ୍ଦ୍ର ଗ୍ରହ — The plant Moon
- ସଂ. ବି — ଚନ୍ଦ୍ରଗ୍ରହଣ (ହି. ଶ) — Lunar eclipse
- ସଂ. ବି — ଅଶ୍ୱରୋଗ ବିଶେଷ (ବିଶ୍ୱକୋଷ) — A disease of the horse
- ସଂ. ବି — [ଦ୍ର—ଏ ରୋଗଗ୍ରସ୍ତ ଅଶ୍ୱ କମ୍ପେ, ଅଳ୍ପ ମାତ୍ର ଭୋଜନ କରେ, ଗାତ୍ର ପ୍ରସାରଣ କରି ଶୟନ କରେ, ଅଶ୍ୱର ଅଙ୍ଗମାନ ଶୀତଳ ହୁଏ— ବିଶ୍ୱକୋଷ।]