ସୋମ ଗିରି Soma giri

  • ସଂ. ବି — ଉତ୍ତର ସମୁଦ୍ରସ୍ଥିତ ଦେବଗଣଙ୍କର ଅଗମ୍ୟ ଓ ଅଲଂଘ୍ୟ ପୁରାଣୋକ୍ତ ପର୍ବତ — 1. Name of a mythological impenetrable mountain in the Northern ocean
  • ସଂ. ବି — (ରାମାୟଣ କିସ୍କିନ୍ଧ୍ୟାକାଣ୍ଡ ବର୍ଣ୍ଣିତ) ଦେବାଧିଦେବ ଶଙ୍କରଙ୍କ ଆଳୟ; ପୃଥିବୀର ଉତ୍ତର ସୀମାନ୍ତରେ ଅବସ୍ଥିତ ପର୍ବତ — Name of a mountain said to be on the northern frontier of the Universe
  • ସଂ. ବି — ସୁମେରୁସ୍ଥ ଚିର— ପ୍ରତିଫଳିତ ଚନ୍ଦ୍ରୋଲୋକ (ବିଶ୍ୱକୋଷ); ମେରୁଜ୍ୟୋତି (ହି. ଶ) — Aurora Borialis