ସୋବତିଆ Sobatiā

  • ଦେ. ବିଣ. ପୁଂ — ଯେଉଁ ବ୍ଯକ୍ତି ସାଙ୍ଗସୁଖ ବା ବନ୍ଧୁ— ମାନଙ୍କ ସଙ୍ଗେ ସର୍ବଦା ଚଳିବାକୁ ସୁଖ ପାଏ — Loving company of friends
  • ଦେ. ବିଣ. ପୁଂ — ଯେଉଁ ବ୍ଯକ୍ତି ବନ୍ଧୁମାନଙ୍କର ଅନୁରୋଧ ଉପରୋଧ ଭାଙ୍ଗିପାରେ ନାହିଁ — Obliging to friends